ଲିଙ୍ଗରାଜ ମନ୍ଦିରରେ ରାତି ୧୦ ଟାରେ ଉଠିବ ମହାଦୀପ

ଲିଙ୍ଗରାଜ ମନ୍ଦିରରେ ୧୦ ଟାରେ ଉଠିବ ମହାଦୀପ | ମହାଶିବରାତ୍ରୀ ପ୍ରସ୍ତୁତି ନେଇ ଆଇନମନ୍ତ୍ରୀଙ୍କ ପ୍ରତିକ୍ରିୟା | ବିଭିନ୍ନ ନିଯୋଗ ସହ ଆଲୋଚନା ଚାଲିଛି: ଆଇନ ମନ୍ତ୍ରୀ | ମହାଶିବରାତ୍ରୀରେ ସମସ୍ତଙ୍କ ସହଯୋଗ ରହିବ ମନ୍ତ୍ରୀ | ପ୍ରଭୁ ଲିଙ୍ଗରାଜଙ୍କ ସବୁ କାର୍ଯ୍ୟ ସୁରୁଖୁରୁରେ ହେବ |

Leave a Reply

Your email address will not be published. Required fields are marked *