

- ଦେଓଗାଁ ପାଣି ଟାଙ୍କି ଉପରକୁ ଚଢ଼ି ଜଣେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଶ୍ବାସରୁଦ୍ଧ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ ଓ ପୁଲିସ । ଉଦ୍ଧାର ପରେ ଯୁବକଙ୍କୁ ବଲାଙ୍ଗୀର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା । ଘଟଣାସ୍ଥଳରେ ଦେଓଗାଁ ଥାନା ପୁଲିସର ତଦନ୍ତ ଜାରି ।
- ସିଂହାସନରେ ନବସି ଅନ୍ୟ ଅତିଥିଙ୍କ ମଝିରେ ସାଧାରଣ ଚେୟାରରେ ବସିଲେ ରାଜ୍ୟପାଳ