

- କଟକ ବିଡାନାସୀ ଏନସିସି ଘାଟରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର । ସ୍ଥାନୀୟ ଲୋକେ ମୃତଦେହ ଉଦ୍ଧାର କରି ପୋଲିସକୁ ଖବର ଦେଲେ । ମୃତଦେହ ବ୍ୟବଚ୍ଛେଦ ପାଇଁ ଏସ୍ସିବି ପଠାଇଲା ପୋଲିସ । ଆତ୍ମହତ୍ୟା କରିଥିବା ସନ୍ଦେହ, ତଦନ୍ତ କରୁଛି ବିଡ଼ାନାସୀ ପୋଲିସ |
- ସମ୍ବଲପୁର ଜୁଜୁମରା ଥାନା ଭବାନୀପାଲିରେ ଦୁର୍ଘଟଣା । ହାଇୱା ସହ ପିଟିହେଲା ବାଇକ୍, ଘଟଣାସ୍ଥଳରେ ୩ ମୃତ । ଜଣେ ମୃତକ ଭବାନୀପାଲିର ଓ ଅନ୍ୟ ଦୁଇ ଜଣ ଧମା ଅଞ୍ଚଳର ହୋଇଥିବା ସୂଚନା |