ବିଜେପିର ଦିଲ୍ଲୀ ବିଜୟ ପରେ ମୋଦିଙ୍କ ବକ୍ତବ୍ୟ

ବିଜେପିର ଦିଲ୍ଲୀ ବିଜୟ ପରେ ମୋଦିଙ୍କ ବକ୍ତବ୍ୟ | ‘ଦିଲ୍ଲୀର ପ୍ରତ୍ୟେକ ପରିବାର ମୋଦି ଗ୍ୟାରେଣ୍ଟିକୁ ଭରସା କଲେ | ସେମାନଙ୍କ ଭଲପାଇବାକୁ ବିକାଶରେ ପରିଣତ କରି ଦେଖାଇବୁ | ସେମାନଙ୍କ ଭଲପାଇବା ଓ ବିଶ୍ବାସ ଆମ ଉପରେ ଏକ ଋଣ | ଗୋଟିଏ ଦଶକର ଆପଦ ଟଳିଯାଇଛି, ବିଜେପି ଫେରିଛି ବୋଲି ମୋଦି କହିଲେ |

Leave a Reply

Your email address will not be published. Required fields are marked *