ବାଲିଗୁଡ଼ା: ଭାଲୁ କାମୁଡ଼ାରେ ମହିଳା ମୃତ; ସ୍ୱାମୀ ଓ ଝିଅ ଗୁରୁତର, ବାଟାଗୁଡ଼ା ପଞ୍ଚାୟତ ଡଙ୍ଗମ ଗାଁରେ କାମୁଡ଼ିଲା ଭାଲୁ, ଜାର୍ଗିସରୁ ଜଙ୍ଗଲକୁ ସିଆଳି ପତ୍ର ତୋଳିବାକୁ ଯାଇଥିଲେ ୪ ମହିଳା, ଭାଲୁ ଆକ୍ରମଣର ଖବର ପାଇ ଯାଇଥିବା ବେଳେ ସ୍ୱାମୀକୁ ବି କାମୁଡ଼ିଲା, ଗୁରୁତର ବାପା ଓ ଝିଅ ବାଲିଗୁଡ଼ା ହସ୍ପିଟାଲରେ ଭର୍ତ୍ତି |

Leave a Reply

Your email address will not be published. Required fields are marked *