

ଅକ୍ଟୋବର ୩ ହିଂସାରେ ୪ ଚାଷୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଥିଲା ଉତ୍ତର ପ୍ରଦେଶର ବହୁ ଚର୍ଚ୍ଚିତ ଲଖିମପୁର ଖେରୀ ହିଂସା ମାମଲାର ଶୁଣାଣି ନଭେମ୍ବର ୧୫କୁ ଘୁଞ୍ଚିଲା | ସୁପ୍ରିମ୍ କୋର୍ଟରେ ଶୁଣାଣି ଘୁଞ୍ଚାଇବା ଲାଗି ଆବେଦନ କରିଥିଲେ ଉତ୍ତର ପ୍ରଦେଶ ସରକାର |- ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ଼ ଗସ୍ତ । ବିଜେପୁର ସମାବେଶରେ BSKY ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ