ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ଼ ଗସ୍ତ । ବିଜେପୁର ସମାବେଶରେ BSKY ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ଼ ଗସ୍ତ । ବିଜେପୁର ସମାବେଶରେ BSKY ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ; ବରଗଡ଼ ଜିଲ୍ଲାକୁ ୨୯୫ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ ନବୀନ । 5T ରୂପାନ୍ତରଣ କାର୍ଯ୍ୟକ୍ରମରେ ୭୧ଟି ସ୍ମାର୍ଟ ସ୍କୁଲ ବି ଲୋକାର୍ପଣ କରିବେ ।

Leave a Reply

Your email address will not be published. Required fields are marked *