

- ମମିତା ହତ୍ୟା ମାମଲା: ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି ଯୁବ ମୋର୍ଚ୍ଚା, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଦିଅନ୍ତୁ, ତାଙ୍କୁ ଗିରଫ କରାଯାଉ; ଯଦି ସରକାର CBI ତଦନ୍ତ ପାଇଁ ନ ଲେଖନ୍ତି, ଆସନ୍ତା ୨୬ ଓ ୨୭ରେ ସବୁ SP ଅଫିସ୍ ସମ୍ମୁଖରେ ବିକ୍ଷୋଭ କରିବୁ-ବିଜେପି ଯୁବ ମୋର୍ଚ୍ଚା ସଭାପତି
- ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ପ୍ରସଙ୍ଗରେ ଆସନ୍ତା ବୁଧବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିବ ବୈଠକ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ଅଧ୍ଯକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ସେବାୟତ ପ୍ରତିନିଧି, SP ଓ ଜିଲ୍ଲାପାଳ ବୈଠକରେ ଯୋଗ ଦେବେ।