

- ସମଲେଶ୍ବରୀ ମିଲ୍କ୍ ୟୁନିଅନ୍ ଡେପୁଟି ମ୍ୟାନେଜର କିଶୋର ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ | ସମ୍ବଲପୁରର ୨ଟି ଜାଗା, ପୁରୀ ଓ ଭୁବନେଶ୍ବର ଘରେ ଭିଜିଲାନ୍ସ ଟିମର ଚଢ଼ାଉ |
- ବାଲେଶ୍ବରର ସୋର ଥାନା ହୋଟେଲ ଲିଓ ଇଣ୍ଟରନ୍ୟାସନାଲ ସମ୍ମୁଖରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ । ଚଢ଼ାଉ କରି ଧରିଲା ଭୁବନେଶ୍ବର ଏସ୍ଟିଏଫ୍ । ବ୍ରାଉସୁଗାର କାରବାର ଅଭିଯୋଗରେ ସୋର କାଜି ମହଲାର ବାବୁ ଗିରଫ ।