Fast News କିଟ୍ରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା February 22, 2025February 22, 2025 Sai Sudha 0 Comments କିଟ୍ରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା | ରିମାଣ୍ଡ ପରେ ଝାରପଡ଼ା ଜେଲ ଗଲା ପୁରୁଷ ବନ୍ଧୁ | ରିମାଣ୍ଡ ବେଳେ ପୋଲିସ ପାଖରେ ସତ ବଖାଣିଲା ଅଭିଯୁକ୍ତ | ମୃତ ଛାତ୍ରୀଙ୍କ ସହ ଥିଲା ୨ ବର୍ଷର ପ୍ରେମ ସମ୍ପର୍କ | ଯୁବତୀ ସମ୍ପର୍କ ରଖିବାକୁ ଚାହୁଁନଥିବାରୁ ଝଗଡ଼ା ହେଉଥିଲା | କାଲି ଅଭିଯୁକ୍ତର ହୋଇଛି ଭଏସ ସ୍ପେକ୍ଟୋଗ୍ରାଫି ଟେଷ୍ଟ |