ନୂଆ ଆବାସ ସର୍ଭେ ଆରମ୍ଭ

ପିଏମ୍‌ ଆବାସ ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କୁ ସାମିଲ ପାଇଁ ସର୍ଭେ | ପୁରୀରୁ ସର୍ଭେର ଶୁଭାରମ୍ଭ କଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ | ଅର୍ଜୁନସିଂହପୁରକୁ ଯାଇ ୫ଟି ଘରକୁ ତାଲିକାରେ ଯୋଡ଼ିଲେ | କିପରି ଆବାସ ପ୍ଲସ୍‌ ମୋବାଇଲ୍‌ ଆପ୍‌ ଦ୍ବାରା କରି ହେବ ଜଣାଇଲେ | ଯୋଗ୍ୟତାର ମାନ କୋହଳ କରାଯାଇଛି କହିଲେ ବିଭାଗୀୟ ମନ୍ତ୍ରୀ | ରେଫ୍ରିଜରେଟର, ୨ ଚକିଆ ଯାନ, ଲ୍ୟାଣ୍ଡଲାଇନ ଥିଲେ ପ୍ରତିବନ୍ଧକ ନାହିଁ | ମାସିକ ୧୫ ହଜାରରୁ କମ୍‌ ଆୟ ପରିବାର ସାମିଲ ହୋଇପାରିବେ | ନିଜ ମୋବାଇଲ୍‌ର ଆବାସ ପ୍ଲସ୍‌ ଆପ୍‌ରେ ଜଣାଇବାକୁ ଅପିଲ୍‌ |

Leave a Reply

Your email address will not be published. Required fields are marked *