ଫେବ୍ରୁଆରୀ ୯ ରେ ଭାରତ ଇଂଲଣ୍ଡ ଏକଦିବସୀୟ ମ୍ୟାଚ କଟକ ବାରବାଟୀ ଷ୍ଟାଡିୟମ; ମ୍ୟାଚର ପ୍ରଥମ ଟିକେଟ୍ କିଣିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଫେବ୍ରୁଆରୀ ୯ରେ ଭାରତ ଇଂଲଣ୍ଡ ମ୍ୟାଚ | କଟକ ବାରବାଟୀ ଷ୍ଟାଡିୟମରେ ହେବ ଏକଦିବସୀୟ ମ୍ୟାଚ | ମ୍ୟାଚର ପ୍ରଥମ ଟିକେଟ୍ କିଣିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
Read more