

- ଦୀର୍ଘ ବର୍ଷର ଦାବି ପରେ ପୁଣି ଥରେ ବାରିପଦାରୁ ପୁରୀ ଯାଏଁ ଟ୍ରେନ୍ ଚାଲିଲା। ଏହାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ। ଟ୍ରେନଟି ବାରିପଦାରୁ ଗୁରୁବାର ରାତି ୧୧ଟା ୫୦ରେ ଛାଡ଼ି ଶୁକ୍ରବାର ସକାଳ ୭ଟାରେ ପୁରୀରେ ପହଞ୍ଚିବ। ସେହି ଦିନ ରାତି ୧୧ଟା ୫୦ରେ ତାହା ପୁରୀରୁ ଛାଡ଼ିବ।
- କେନ୍ଦୁଝରର ପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ୨ ଡାକ୍ତର କୋଭିଡ ପଜିଟିଭ ଚିହ୍ନଟ। ଆଉ ଜଣେ କର୍ମଚାରୀ ପଜିଟିଭ ଚିହ୍ନଟ , ଅନ୍ୟ ୨ ଜଣ ଡାକ୍ତରଙ୍କୁ ନେଇ ମେଡିକାଲ ଚାଲିଥିବା CDMOଙ୍କ ସୂଚନା