ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆଜି ଭଦ୍ରକରେ ସବୁ ସରକାରୀ, ବେସରକାରୀ ସ୍କୁଲ୍‌ ଛୁଟି ପାଇଁ ନିର୍ଦ୍ଦେଶ, ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ ସୂଚନା

ଭଦ୍ରକ: ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆଜି ଭଦ୍ରକରେ ସବୁ ସ୍କୁଲ୍‌ ଛୁଟି, ଜିଲ୍ଲାର ସବୁ ସରକାରୀ, ବେସରକାରୀ ସ୍କୁଲ୍‌ ଛୁଟି ପାଇଁ ନିର୍ଦ୍ଦେଶ, ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ ସୂଚନା

Leave a Reply

Your email address will not be published. Required fields are marked *