

- ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭୮୧କୁ ବୃଦ୍ଧି
- ଗଜପତି ରାୟଗଡ ମାର୍ଲବା ଘାଟି ନିକଟରୁ ୧୮ କୁଇଣ୍ଟାଲ ୬୦ ବସ୍ତା ଗଞ୍ଜେଇ ଜବତ, ୩ ଜଣଙ୍କୁ ଅଟକ ରଖିଲା ପାରଳାଖେମୁଣ୍ଡି ଅବକାରୀ ବିଭାଗ । ଚାନ୍ଦୀପୁଟରୁ ବ୍ରହ୍ମପୁର ଯାଉଥିବା ପରିବା ବୋଝେଇ ଟ୍ରକରୁ ଗଞ୍ଜେଇ ଜବତ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୯୦ ଲକ୍ଷ ଟଙ୍କା ।