ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭୮୧କୁ ବୃଦ୍ଧି

ଦିଲ୍ଲୀରୁ ସର୍ବାଧିକ ୨୩୮ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରୁ ୧୬୭, ଗୁଜରାଟରୁ ୭୩, କେରଳରୁ ୬୫, ତେଲଙ୍ଗାନାରୁ ୬୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ । ରାଜସ୍ଥାନରୁ ୪୬, କର୍ଣ୍ଣାଟକ ୩୪, ତାମିଲନାଡୁରେ ୩୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ |

Leave a Reply

Your email address will not be published. Required fields are marked *