- ସମ୍ଭାବ୍ୟ ବାତ୍ୟା ଜୱାଦ ଦୃଷ୍ଟିରୁ କୋରାପୁଟ ଜିଲ୍ଲାର ସବୁ ସରକାରୀ ଅଫିସରଙ୍କ ଛୁଟି ବାତିଲ କଲେ ଜିଲ୍ଲାପାଳ । କାଲିଠୁ ୫ ଯାଏ ବିନା ଅନୁମତିରେ ସଦର ମହକୁମା ନଛାଡ଼ିବାକୁ ନିର୍ଦେଶ । ବାତ୍ୟା ମୁକାବିଲା ନେଇ ବରିଷ୍ଠ ଅଧିକାରୀଙ୍କ ସହ ଜିଲ୍ଲାପାଳଙ୍କ ବୈଠକ
- ବାତ୍ୟା ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ । ରବିବାର ସାପ୍ତାହିକ ଛୁଟିକୁ ବାତିଲ କଲେ ରାଜ୍ୟ ସରକାର । ନିଜ ନିଜ ହେଡକ୍ୱାର୍ଟରରେ ରହିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ । ସେହିପରି ଛୁଟିରେ ଥିବା କର୍ମଚାରୀଙ୍କୁ ଫେରିଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।