

- ଭୀମସାରର ୧୨ ଜଣ ଛାତ୍ରୀଙ୍କଠାରେ ଡେଲ୍ଟା ଭରିଆଣ୍ଟ ଚିହ୍ନଟ | ରିପୋର୍ଟ ଅନୁଯାୟୀ ଦୁଇ ଜଣଙ୍କର ସମ୍ପୂର୍ଣ୍ଣ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ | ଆଉ ୧୦ ଜଣଙ୍କର ମାଇଲଡ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ ହୋଇଛି | ବର୍ତ୍ତମାନ ସମସ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି | VIMSARର ଡିନ ପ୍ରଫେସର ଜୟଶ୍ରୀ ଦୋରାଙ୍କ ସୂଚନା |
- ରାଜ୍ୟରେ ୫ ବର୍ଷରେ ୮୦୨ ବନ୍ୟପ୍ରାଣୀଙ୍କୁ ଶିକାର କରାଯାଇଛି । ୧୦ କଲରା ପତରିଆ ବାଘ, ୧୨ଟି ଭାଲୁ, ୩୩୪ ବାର୍ହାଙ୍କୁ ଶିକାର ଅଭିଯୋଗ, ଗିରଫ ହୋଇଛନ୍ତି ୩,୨୪୮ ଜଣ ଶିକାରୀ । ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ଉତ୍ତର ।