ଆଜି ଦିଲ୍ଲୀରେ ବରିଷ୍ଠ ବିଜେପି ନେତାଙ୍କୁ ଭେଟିବେ ପଞ୍ଜାବର ପୂର୍ବତନ CM ଅମରିନ୍ଦର ସିଂହ, ବିଜେପି ସହ ନିର୍ବାଚନୀ ମେଣ୍ଟ ନେଇ ହୋଇପାରେ ଆଲୋଚନା । କ୍ୟାପଟେନ ଅମରିନ୍ଦର ଗଢ଼ିଥିବା ପଞ୍ଜାବ ଲୋକ କଂଗ୍ରେସ ଦଳକୁ ମିଳିପାରେ ୨୦-୨୫ଟି ଆସନ ।

Leave a Reply

Your email address will not be published. Required fields are marked *