

- ବିଧାନସଭାରେ ୧୯ ହଜାର ୮୩୩ କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ୍ ପାରିତ । ବ୍ୟୟମଞ୍ଜୁରୀ ବିଲ୍ ପାରିତ ସମୟରେ ବିରୋଧୀଙ୍କ ହୋହଲ୍ଲା । ବାଚସ୍ପତିଙ୍କ ପୋଡିଅମ ଉପରକୁ ଚଢ଼ିବାକୁ ଉଦ୍ୟମ କଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ବାଚସ୍ପତିଙ୍କ ଉପରକୁ ଫ୍ଲା କାର୍ଡ ଫିଙ୍ଗିଲେ ବିରୋଧୀ ସଦସ୍ୟ
- ମହାରାଷ୍ଟ୍ରରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ବଡ଼ ନିଷ୍ପତ୍ତି | ଆଜି ଓ ଆସନ୍ତାକାଲି ସମଗ୍ର ମୁମ୍ବାଇରେ ୧୪୪ ଧାରା ଜାରି କଲା ପ୍ରଶାସନ, କୌଣସି ଯାନବାହନ ରାଲି ଓ ଶୋଭାଯାତ୍ରା ସଂପୂର୍ଣ୍ଣ ନିଷେଧ । ମହାରାଷ୍ଟ୍ରରେ ଏଯାଏ ଚିହ୍ନଟ ହେଲେଣି ୧୭ ଓମିକ୍ରନ ସଂକ୍ରମିତ ।