

- ପୁରୀଠୁ ୫୩୦ କିମି ଦୂରରେ ବାତ୍ୟା ‘ଜୱାଦ’ | ଗତ ୬ ଘଣ୍ଟା ଧରି ୨୨ କିମି ବେଗରେ ଗତି କରୁଛି ବାତ୍ୟା ‘ଜୱାଦ’ | ପୁରୀଠୁ ୫୩୦ ଓ ଗୋପାଳପୁରରୁ ୪୭୦, ପାରାଦୀପରୁ ୬୦୦ ଓ ବିଶାଖାପାଟଣାଠାରୁ ୩୬୦ କିମି ଦୂରରେ ବାତ୍ୟା | କାଲି ସକାଳେ ଆନ୍ଧ୍ର-ଓଡ଼ିଶା ଉପକୂଳରେ ପହଞ୍ଚିବ ‘ଜୱାଦ’
- ବାତ୍ୟା ପ୍ରଭାବରେ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେଲାଣି ଝିପିଝିପି ବର୍ଷା । ଆଜି ରାତିରୁ ବର୍ଷା ବଢିବା ସମ୍ଭାବନା ।