

- ଆଜି ବସୁଛି କ୍ୟାବିନେଟ ଏବଂ ମନ୍ତ୍ରୀପରିଷଦ ବୈଠକ, ସଂଧ୍ୟା ୫ଟା ୩୦ରେ ବସିବ ମନ୍ତ୍ରୀ ପରିଷଦ ବୈଠକ । ଲୋକସେବା ଭବନରେ ୫ଟା ୪୫ରେ ବସିବ କ୍ୟାବିନେଟ ବୈଠକ ।
- ଓଡ଼ିଆ ସେନାଧିକାରୀ ମରଣୋତ୍ତର ବୀର ଚକ୍ରରେ ସମ୍ମାନିତ; ସହିଦ ନାଏବ ସୁବେଦାର ନୁଦୁରାମ ସୋରେନଙ୍କୁ ମରଣୋତ୍ତର ବୀର ଚକ୍ର ସମ୍ମାନ, ରାଷ୍ଟ୍ରପତିଙ୍କ ଠାରୁ ବୀର ଚକ୍ର ଗ୍ରହଣ କଲେ ନୁଦୁରାମଙ୍କ ପତ୍ନୀ,ଗତବର୍ଷ ଗଲଓ୍ୱାନ ଘାଟିରେ ସହିଦ ହୋଇଥିଲେ ନୁଦୁରାମ,ବୀରତ୍ୱର ସହ ଚୀନ୍ ସେନା ସହ ଲଢ଼ି ସହିଦ ହୋଇଥିଲେ ନୁଦୁରାମ