- ଶେରଗଡ଼ ଥାନା ଶ୍ରୀରାମନଗର ଅଞ୍ଚଳରେ ବିଷାକ୍ତ ଖାଦ୍ୟଖାଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ | ଚିକିତ୍ସାଧୀନ ଅବସ୍ଥାରେ ମା’ ସହ ୨ ପୁଅଙ୍କ ମୃତ୍ୟୁ, ଶାଶୁ ଗୁରୁତର | ମହିଳାଙ୍କ ସ୍ୱାମୀ ସୁସ୍ଥ ଥିବା ସୂଚନା, ମେଡିକାଲରେ ପୋଲିସର ତଦନ୍ତ ଆରମ୍ଭ |
- ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଆବଶ୍ୟକ ଦର୍ଶାଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଜନସ୍ବାର୍ଥ ମାମଲା ରୁଜୁ । ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ସଚିବ ପକ୍ଷଭୁକ୍ତ । ଆବେଦନକାରୀ ହେଉଛନ୍ତି ଏବିଭିପି ରାଜ୍ୟ ସମ୍ପାଦକ |