ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଆବଶ୍ୟକ ଦର୍ଶାଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଜନସ୍ବାର୍ଥ ମାମଲା ରୁଜୁ । ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ସଚିବ ପକ୍ଷଭୁକ୍ତ । ଆବେଦନକାରୀ ହେଉଛନ୍ତି ଏବିଭିପି ରାଜ୍ୟ ସମ୍ପାଦକ |

Leave a Reply

Your email address will not be published. Required fields are marked *