

- କାମ ବନ୍ଦ କରି ରାସ୍ତା ଅବରୋଧ ସହ ସଦର ଥାନା ଆଗରେ ଶତାଧିକ ସଫେଇ କର୍ମଚାରୀଙ୍କ ଧାରଣା; ଦୁର୍ଘଟଣାରେ ଜଣେ ସଫେଇ କର୍ମଚାରୀଙ୍କ ପୁଅର ମୃତ୍ୟୁକୁ ନେଇ ଧାରଣା; କ୍ଷତିପୂରଣ ଦାବିରେ କର୍ମଚାରୀଙ୍କ ଆନ୍ଦୋଳନ
- ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ପୁରୁଣା କୋଠା ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ; ୨ ପ୍ଲାଟୁନ ଫୋର୍ସ ଉପସ୍ଥିତିରେ ଚାଲିଛି ଉଚ୍ଛେଦ ପ୍ରକ୍ରିୟା, ଖୋଦ୍ ଉପଜିଲ୍ଲାପାଳ ଉଚ୍ଛେଦ କାର୍ଯ୍ୟର ତଦାରଖ କରୁଛନ୍ତି