

- କେରଳରେ ୧୨ ଘଣ୍ଟା ଭିତରେ ୨ ରାଜ୍ୟସ୍ତରୀୟ ନେତାଙ୍କୁ ହତ୍ୟା | ଘରେ ପଶି ବିଜେପି ଓବିସି ମୋର୍ଚ୍ଚାର ସଂପାଦକଙ୍କୁ ହାଣିଲେ ଦୁର୍ବୃତ୍ତ କାଲି ରାତିରେ ଜଣେ SDPI ନେତାଙ୍କୁ କାର୍ ମଡ଼ାଇ ହତ୍ୟା କରାଯାଇଥିଲା | ଆଲାପୁଝା ଜିଲ୍ଲାରେ ଉତ୍ତେଜନା, ୨ ଦିନ ପାଇଁ ୧୪୪ ଧାରା ଜାରି |
- ପଞ୍ଜାବ କପୁରଥଲାର ନିଜାମପୁରରେ ଆଉ ଜଣେ ଯୁବକକୁ ପିଟିପିଟି ହତ୍ୟା । ଏକ ଧାର୍ମିକ ପୀଠକୁ ଅପବିତ୍ର କରିବା ଅଭିଯୋଗରେ ଯୁବକକୁ ହତ୍ୟା। ଗ୍ୟାସ୍ ସିଲିଣ୍ଡର ଚୋରି ପାଇଁ ଯୁବକ ପଶିଥିବା ପୋଲିସର ସୂଚନା । ଗତକାଲି ସ୍ବର୍ଣ୍ଣମନ୍ଦିରରେ ବି ଜଣଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା |