ପୁରୀରେ ସଞ୍ଜୟ ଦାସବର୍ମାଙ୍କ PA ଚିତ୍ତରଂଜନ ମୃତ୍ୟୁ ମାମଲା, କ୍ରାଇମ ବ୍ରାଞ୍ଚ ତଦନ୍ତର ପଞ୍ଚମ ଦିନରେ ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ । ସରଜମିନ ତଦନ୍ତର ଆଜି ଶେଷ ଦିନ, ଆଉ ୨ ଦିନରେ ସରିବ ତଦନ୍ତ, ଗତକାଲି ଅଭିଯୁକ୍ତ ଜଗନ୍ନାଥ ଷଡ଼ଙ୍ଗୀର ମିଛଧରା ପରୀକ୍ଷା ହୋଇଥିଲା |

Leave a Reply

Your email address will not be published. Required fields are marked *