ଏୟାରଲିଫ୍ଟ ହେଲେ ଉତ୍ତମ ମହାନ୍ତି

ଏୟାରଲିଫ୍ଟ ହେଲେ ଓଲିଉଡ ଅଭିନେତା ଉତ୍ତମ ମହାନ୍ତି | ହରିୟାଣା ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ନିଆଗଲା | ଲିଭର ସିରୋସିସ୍‌ ରୋଗରେ ପୀଡ଼ିତ ଅଛନ୍ତି ଉତ୍ତମ ମହାନ୍ତି |ସୂଚନା ଦେଲେ ପୁଅ ତଥା ଅଭିନେତା ବାବୁଶାନ ମହାନ୍ତି |

Leave a Reply

Your email address will not be published. Required fields are marked *