କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ କାଶିଆ ଛକ ଏନ୍ଏଚ୍‌ ୫୨୦ ରେ ସିରିଜ ଦୁର୍ଘଟଣା

କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ କାଶିଆ ଛକ ଏନ୍ଏଚ୍‌ ୫୨୦ ରେ ସିରିଜ ଦୁର୍ଘଟଣା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ, ଅନ୍ୟ ଜଣେ ଗୁରୁତର ହୋଇଥିବା ସୂଚନା । ଚକ ଫାଟିଯିବାରୁ ଭାରସାମ୍ୟ ହରାଇ ଧକ୍କା ଦେଲା ହାଇୱା | ଗୋଟିଏ ହାଇୱା ଓ ୩ଟି ଟ୍ରେଲର ମଧ୍ୟରେ ଦୁର୍ଘଟଣା |

Leave a Reply

Your email address will not be published. Required fields are marked *