

- ରୁଷିଆ ରାଷ୍ଟ୍ରପତି ପୁତିନଙ୍କୁ ଜେରୁଜେଲମ୍ ଠାରେ ଆଲୋଚନାର ପ୍ରସ୍ତାବ ଦେଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସ୍କି | ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେନ୍ନେଟଙ୍କୁ ମଧ୍ୟସ୍ଥତା କରିବାକୁ କହିଲେ ଜେଲେନ୍ସ୍କି
- ପୋଲିସ ହେପାଜତରେ ଖୋର୍ଦ୍ଧାର ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ | ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚାଲିଛି ଚିକିତ୍ସା, ପରେ ବିଧାୟକଙ୍କୁ ଗିରଫ କରାଯିବ | ବିଧାୟକଙ୍କ ବିରୋଧରେ ସଙ୍ଗିନ ଦଫା ଲାଗିଥିବା କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳଙ୍କ ସୂଚନା