

- ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ, ୧୭ ପ୍ରସ୍ତାବ ଉପର ବାଜିଲା କ୍ୟାବିନେଟ ମୋହର, ଅର୍ଥ, ଖାଦ୍ୟ ଯୋଗାଣ ବିଭାଗର ପ୍ରସ୍ତାବକୁ ମୋହର, ସାଧାରଣ ପ୍ରଶାସନ ଓ ଗୃହ ବିଭାଗର ପ୍ରସ୍ତାବକୁ ମୋହର
- ରାଜ୍ୟ ସରକାର ଅଧୀନରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ କମର୍ଚାରୀ ଏଥର ଇନିସିଆଲ ଆପଏଣ୍ଟିଜ୍ ଭାବେ ନିଯୁକ୍ତି ପାଇବେ; ୫୦ ପ୍ରତିଶତ ଅଧିକ ଦରମା ପାଇବେ