ଷ୍ଟଡି ଟୁର ହେଲା କାଳ, ସମୁଦ୍ରରେ ବୁଡ଼ି ଛାତ୍ର ମୃତ

ଗୋପାଳପୁର ସମୁଦ୍ରରେ ବୁଡ଼ି କଲେଜ ଛାତ୍ରଙ୍କ ମୃତ୍ୟୁ | ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟର ଛାତ୍ର ସୋମନାଥ ପରିଡ଼ା | ଇଲେକ୍ଟ୍ରୋନିକ୍ସ ବିଭାଗର ଶେଷ ବର୍ଷର ଛାତ୍ର ମୃତ | ସାଙ୍ଗମାନଙ୍କ ସହ ଗାଧୋଇବାବେଳେ ବୁଡ଼ି ଯାଇଥିଲେ |

Leave a Reply

Your email address will not be published. Required fields are marked *