କାଲି ମିଳବ ‘ସୁଭଦ୍ରା’ ଟଙ୍କା

କାଲି ମିଳବ ‘ସୁଭଦ୍ରା’ ଟଙ୍କା | ଯାଜପୁରରେ ସୁଭଦ୍ରା ଟଙ୍କା ବଣ୍ଟନ ସମାବେଶ | ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାଣ୍ଟିବେ ସୁଭଦ୍ରା ଟଙ୍କା | ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ | ଆସନ୍ତାକାଲି ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଟଙ୍କା | ମୋଟ୍‌ ହିତାଧିକାରୀ ସଂଖ୍ୟା ୧ କୋଟି ପାର୍‌ କରିବ |

Leave a Reply

Your email address will not be published. Required fields are marked *