Fast News ସୁଇସାଇଡ ନୋଟ ଜବତ February 19, 2025February 19, 2025 Sai Sudha 0 Comments କିଟ୍ ଛାତ୍ରୀ ମୃତ୍ୟୁ ଘଟଣା: ସୁଇସାଇଡ ନୋଟ ଜବତ | ମୃତ ନେପାଳୀ ଛାତ୍ରୀଙ୍କ ସୁଇସାଇଡ ନୋଟ ଜବତ | ନେପାଳୀ ଭାଷାରେ ଲେଖା ହୋଇଛି ସୁଇସାଇଡ୍ ନୋଟ୍ | ନୋଟ୍ରେ ପୁରୁଷ ବନ୍ଧୁ ଦେଉଥିବା ନିର୍ଯାତନା ଲେଖା ଅଛି |ଜବତ ନୋଟ୍କୁ ହ୍ୟାଣ୍ଡ ରାଇଟିଂ ବ୍ୟରୋକୁ ପଠାଇଛି ପୋଲିସ |