ଏମ୍‌ସରେ ସିବିଆଇ ରେଡ୍‌

ଏମ୍‌ସରେ ସିବିଆଇ ରେଡ୍‌ | ଭୁବନେଶ୍ବର ଏମ୍‌ସରେ ସିବିଆଇର ରେଡ୍‌ | ରିକ୍ୟୁରମେଣ୍ଟ ସ୍କାମ୍‌ ନେଇ ରେଡ୍‌ କରୁଛି ସିବିଆଇ | ମାଷ୍ଟରମାଇଣ୍ଡ ସ୍ମୃତିରଞ୍ଜନ କରଙ୍କୁ ହେପାଜତକୁ ନେଇଛି CBI | ୭୭୫ଟି ପୋଷ୍ଟରେ ଜାଲ କାଗଜପତ୍ର ଜରିଆରେ ସ୍କାମ ପ୍ରମାଣ ମିଳିଛି | ରେଡ୍‌ ବେଳେ ବହୁ କାଗଜପତ୍ର ଜବତ କରିଛି ସିବିଆଇ |

Leave a Reply

Your email address will not be published. Required fields are marked *