- ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ବଜେଟକୁ ଅନୁମୋଦନ, ମନ୍ତ୍ରୀ ପରିଷଦ ବୈଠକରେ ବଜେଟକୁ ଅନୁମୋଦନ; ଆସନ୍ତା ୩୦ରେ ଗୃହରେ ଉପସ୍ଥାପନ ହେବ କାମଚଳା ବଜେଟ, ପରବର୍ତ୍ତୀ ସମୟରେ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
- ଦ୍ବିତୀୟ ଥର ପାଇଁ ଗୋଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରମୋଦ ସାୱନ୍ତ | ପାଣାଜୀର ଶ୍ୟାମ ପ୍ରସାଦ ମୁଖାର୍ଜୀ ଷ୍ଟାଡିଅମରେ ଚାଲିଛି ଶପଥ ଗ୍ରହଣ ସମାରୋହ |