

- ଜୱାଦ କ୍ଷୟକ୍ଷତି ଆକଳନ ପାଇଁ ପୁରୀ ଓ କେନ୍ଦ୍ରାପଡ଼ାରେ କେନ୍ଦ୍ରୀୟ ଟିମ୍ | କେନ୍ଦ୍ରୀୟ ଟିମ୍ ସହ ରାଜ୍ୟର ବରିଷ୍ଠ ଅଧିକାରୀ ସାମିଲ, ନିମାପଡ଼ାରୁ ଆରମ୍ଭ କରି ୧୧ଟି ବ୍ଲକ୍ର କ୍ଷୟକ୍ଷତି ସମୀକ୍ଷା କରିବ ଟିମ୍ ୧ ଲକ୍ଷ ହେକ୍ଟର ଚାଷ ଜମିରେ ଏବେ ବି ରହିଛି ଆଣ୍ଠୁଏ ଉଚ୍ଚର ପାଣି |
- ଡିଜିପିଙ୍କ କୋରାପୁଟ ଗସ୍ତ ଅବସରରେ ୧୧ ପୋଲିସ ପୁରସ୍କୃତ | ୧୦ ଜଣ ଯବାନଙ୍କୁ ଡିଜିପି ପଦକରେ ସମ୍ମାନିତ କଲେ ଡିଜିପି ଅଭୟ |ନବରଙ୍ଗପୁର ଏସ୍ପିଙ୍କୁ ଅନ୍ତରୀକ୍ଷ ସୁରକ୍ଷା ସେବା ପୁରସ୍କାର ପ୍ରଦାନ