

- ଈଶ୍ୱରୀୟ ସତ୍ତା ଓ ଶକ୍ତିକୁ ଅନୁଭବ କରି ଶବ୍ଦ ରୂପ ଦେବା ସାହିତ୍ୟ ସର୍ଜନାର ଅନ୍ୟତମ ଦାୟିତ୍ୱ ହେବା ଉଚିତ : ଲେଖକ ଶ୍ରୀ ଦେବେନ୍ଦ୍ର ନାଥ ଦାଶ
- ଆଜି ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ । ନୂଆଦିଲ୍ଲୀ ତାଲକୋଟରା ଷ୍ଟାଡିଅମରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କୁ ମାର୍ଗଦର୍ଶନ କରିବେ | ଏହା ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମର ୫ମ ସଂସ୍କରଣ |