ବଦଳିଯିବ ଭାରତୀୟ ନ୍ୟାୟ ବ୍ୟବସ୍ଥାର ୩ ଗୁରୁତ୍ୱପୂର୍ଣ୍ଣ ଆଇନ

ବଦଳିଯିବ ଭାରତୀୟ ନ୍ୟାୟ ବ୍ୟବସ୍ଥାର ୩ ଗୁରୁତ୍ୱପୂର୍ଣ୍ଣ ଆଇନ, ଆଇପିସି, ସିଆର୍‌ପିସି ଏବଂ ଆଇଇଏ ହଟାଇବାକୁ ବ୍ୟବସ୍ଥା, ସଂସଦରେ ବିଲ୍ ଆଗତ କଲେ ଗୃହ ମନ୍ତ୍ରୀ ଅମିତ ଶାହ | ଆଇପିସି ସ୍ଥାନ ନେବ ଭାରତୀୟ ନ୍ୟାୟ ସଂହିତା-୨୦୨୩, ସିଆର୍‌ପିସି ସ୍ଥାନ ନେବ ଭାରତୀୟ ନାଗରିକ ସୁରକ୍ଷା ସଂହିତା, ଆଇଇଏ ସ୍ଥାନ ନେବ ଭାରତୀୟ ସାକ୍ଷ୍ୟ ଅଧିନିୟମ |

Leave a Reply

Your email address will not be published. Required fields are marked *