

- ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେଲେ ଶେହବାଜ ସରିଫ | ନ୍ୟାସନାଲ ଆସେମ୍ବଲିର ବିରୋଧୀ ଦଳ ନେତା ଥିଲେ ଶେହବାଜ ।
- ଯୁକ୍ତ ୨ ବୋର୍ଡ ପରୀକ୍ଷା କାର୍ଯ୍ୟସୁଚୀରେ ସାମାନ୍ୟ ପରିବର୍ତ୍ତନ | ମେ ୧୯ ବଦଳରେ ମେ ୩୧ରେ ହେବ ଗଣିତ ପରୀକ୍ଷା; ଉଭୟ ବିଜ୍ଞାନ ଏବଂ କଳା ଛାତ୍ରଛାତ୍ରୀ ଦେବେ ପରୀକ୍ଷା | ସକାଳ ୯ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ହେବ ପରୀକ୍ଷା, କଳା ହୋମ୍ ସାଇନ୍ସ ପରୀକ୍ଷା ମେ ୧୯ ବଦଳରେ ମେ ୩୧ରେ ହେବ