

- ଆସନ୍ତା କାଲିଠାରୁ ଖୋଲିବ ପୁରୀ ଶ୍ରୀମନ୍ଦିର ; ସକାଳ ୬ରୁ ରାତି ୯ ଯାଏ ଦର୍ଶନ ଅନୁମତି | ସିଂହଦ୍ଵାର ପଟେ ପ୍ରବେଶ କରିବେ ସାଧାରଣ ଭକ୍ତ ଓ ପଶ୍ଚିମ ଦ୍ବାର ପଟୁ ପ୍ରବେଶ କରିବେ ପୁରୀବାସୀ । ଏନେଇ ପୁଲିସ ଓ ପ୍ରସାଶନ ପକ୍ଷରୁ ବିଶେଷ ବ୍ୟବସ୍ଥା | ୨୦ ଦିନ ଧରି ବନ୍ଦ ଥିଲା ଦର୍ଶନ
- ଫେବ୍ରୁଆରୀ ମାସ ପାଇଁ ଆସିଲା କରୋନା ଗାଇଡଲାଇନ ; କୋହଳ ହେଲା ନାଇଟ କର୍ଫ୍ୟୁ , ସ୍କୁଲରେ ହେବ ପୂଜା