ଯାଜପୁରର ନୀଳାଚଳ ଇସ୍ପାତ ନିଗମ କାରଖାନାକୁ କିଣିବ ଟାଟା କମ୍ପାନି । ୧୨ହଜାର ୧୦୦ କୋଟି ଟଙ୍କାର ସର୍ବାଧିକ ବିଡ୍‌କୁ କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସଂପର୍କିତ କ୍ୟାବିନେଟ କମିଟିର ଅନୁମୋଦନ । ନିଲାମରେ ଭାଗ ନେଇଥିଲେ ଜିନ୍ଦଲ ଓ ଟାଟା କମ୍ପାନି । ୨୦୨୦ ମାର୍ଚ ୩୦ରୁ ବନ୍ଦ ଥିଲା NINL କାରଖାନା ।

Leave a Reply

Your email address will not be published. Required fields are marked *