

- ଅନୁଗୁଳ ଗଞ୍ଜଡ଼ା ଗାଁରେ ପୋଖରୀରେ ବୁଡ଼ି ୨ ନାବାଳିକା ମୃତ, ଗାଧୋଇବା ବେଳେ ବୁଡ଼ିଗଲେ ଶ୍ରୀମତୀ ପଧାନ ଓ ବର୍ଷା ସାହୁ
- ଫୋର୍ବସର ୧୦୦ ଭାରତୀୟ ଧନୀ ତାଲିକା ଜାରି, ଲଗାତର ୧୪ ବର୍ଷ ପାଇଁ ପ୍ରଥମ ସ୍ଥାନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଅଧ୍ୟକ୍ଷ ମୁକେଶ ଅମ୍ବାନି, ଦ୍ବିତୀୟ ସ୍ଥାନରେ ଗୌତମ ଅଦାନି, ତୃତୀୟ ସ୍ଥାନରେ ଶିବ ନଦାର, ଗୋଟିଏ ବର୍ଷରେ ଧନୀଙ୍କ ସଂପତ୍ତି ୫୦ ପ୍ରତିଶତ ବୃଦ୍ଧି ପାଇଛି