- ଶିକ୍ଷାନୁଷ୍ଠାନର ଜମି, ବିଭାଗ ନାଁରେ ପଞ୍ଜୀକରଣ ହେବ, ସ୍କୁଲ ଓ ଉଚ୍ଚ ମାଧ୍ୟମିକ ସ୍କୁଲ ଜମି ଗଣଶିକ୍ଷା ବିଭାଗ ନାଁରେ ପଞ୍ଜୀକୃତ ହେବ, ଡିଗ୍ରୀ କଲେଜ ନାଁରେ ଥିବା ଜମି ଉଚ୍ଚଶିକ୍ଷା ବିଭାଗ ନାଁରେ ପଞ୍ଜୀକୃତ ହେବ, ଜମି ବିଭାଜନ ସମ୍ଭବ ନହେଲେ ଉଚ୍ଚଶିକ୍ଷା ବିଭାଗ ନାଁରେ ରହିବ, ବିନାମୂଲ୍ୟରେ ହେବ ପଞ୍ଜୀକରଣ
- କୃଷକ ଆନ୍ଦୋଳନକୁ ଖଲିସ୍ତାନୀ ଆନ୍ଦୋଳନ କହିଥିବା ଅଭିଯୋଗରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବିରୋଧରେ ଏତଲା ରୁଜୁ, ସୋସିଆଲ ମିଡିଆରେ କୃଷକଙ୍କୁ ଖଲିସ୍ତାନୀଭାବେ ବର୍ଣ୍ଣନା ଅଭିଯୋଗ