

- ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଭକ୍ତଙ୍କ ପରିକ୍ରମା ଓ ଐତିହ୍ୟ କରିଡର ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବୃହତ୍ତ ଯୋଜନାର ହୋଇଛି ଆରମ୍ଭ; ଗତକାଲି ଅପରାହ୍ନରେ ଆରମ୍ଭ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମହାଯଜ୍ଞ କାର୍ଯ୍ୟ;ଶ୍ରୀମନ୍ଦିର ଉତ୍ତର ଦ୍ୱାର ଐଶ୍ୟାନ୍ୟ କୋଣରେ ନିର୍ମାଣ ହୋଇଛି ଭବ୍ୟ ଯଜ୍ଞ ମଣ୍ଡପ
- ବିଧାନସଭାରେ ହୋହଲ୍ଲା ମନା ପ୍ରସଙ୍ଗରେ ବିଜେପି ବିଧାୟକ ମୋହନ ମାଝୀ କହିଲେ- ଆମେ ବିଲ୍କୁଲ୍ ଚୁପ୍ ରହିବୁ ନାହିଁ; ବିଭିନ୍ନ ପ୍ରସଙ୍ଗରେ ହଙ୍ଗାମା କରିବୁ, ବାଚସ୍ପତି ସର୍ବଦଳୀୟ ବୈଠକରେ ପ୍ରସ୍ତାବ ଆଣିଲେ ବିରୋଧ କରିବୁ