ଖୋର୍ଦ୍ଧା: ଟାଉନ ଥାନା ବିଡିଏ କଲୋନି ଅଞ୍ଚଳରେ ଅବକାରୀ ଚଢ଼ଉ, ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ବିକ୍ରି ଅଭିଯୋଗରେ ଅବକାରୀ ଚଢ଼ଉ, ୩ ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ୭୦୦ ବୋତଲ କଫସିରପ୍‌ ଜବତ, ନଗଦ ୪୯ ହଜାର ଟଙ୍କା ମଧ୍ୟ ଜବତ, ଜଣେ ଅଭିଯୁକ୍ତ ଗିରଫ

Leave a Reply

Your email address will not be published. Required fields are marked *