

- ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୫୧ ଲକ୍ଷ ୬୩ ହଜାର ୩୮କୁ ବୃଦ୍ଧି, ବିଶ୍ବରେ ଏଯାଏ ୨୫ କୋଟି ୭୪ ଲକ୍ଷ ୬ ହଜାର ୪୫୭ ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେଣି ୨୩ କୋଟି ୨୩ଲକ୍ଷ ୫୫ ହଜାର ୬୭୦ ଆକ୍ରାନ୍ତ, ବିଶ୍ବର ୨୨୧ଟି ଦେଶକୁ ବ୍ୟାପିଛି କିଲର ଭାଇରସ କୋରୋନା
- ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ପ୍ରମାଣ ଆଧାରରେ ଚାର୍ଜସିଟ୍ କଲା CBI, ସେପ୍ଟେମ୍ବରରେ ପ୍ରୟାଗରାଜରେ ଆଶ୍ରମରୁ ଅଖିଳ ଭାରତୀୟ ଆଖଡ଼ା ପରିଷଦର ମୁଖ୍ୟ ମହନ୍ତ ନରେନ୍ଦ୍ର ଗିରିଙ୍କ ଝୁଲନ୍ତା ମୃତଦେହ ମିଳିଥିଲା, ମୁଖ୍ୟ ଅଭିଯୁକ୍ତ ଶିଷ୍ୟ ଆନନ୍ଦ ଗିରି, ଅଦୟ ପ୍ରସାଦ ତିୱାରୀ ଏବଂ ସନ୍ଦୀପ ତିୱାରୀଙ୍କ ନାଁରେ ବି ଚାର୍ଜସିଟ୍ ଦାଖଲ କଲା