Fast News ଆଜିଠୁ ଢେଙ୍କାନାଳରେ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ଆରମ୍ଭ February 11, 2025February 11, 2025 Jayaprada samantaray 0 Comments ଆଜିଠୁ ଢେଙ୍କାନାଳରେ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ଆରମ୍ଭ | ଯୋରନ୍ଦା ମହିମା ଗାଦୀରେ ହେବ ମାଘ ମେଳା | ଶୂନ୍ୟ ମହାପ୍ରଭୁଙ୍କ ଉପାସନା ପାଇଁ ଚଳଚଞ୍ଚଳ ଯୋରନ୍ଦା | ରାଜ୍ୟ ତଥା ରାଜ୍ୟ ବାହାରୁ ଆସିବେ ମହିମା ସାଧୁ | ଭିଡ଼କୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ବ୍ୟାରିକେଡ୍ ବ୍ୟବସ୍ଥା |