Fast News ଆସିଲା ସୁଭଦ୍ରା ଟଙ୍କା March 6, 2025March 6, 2025 Sai Sudha 0 Comments ଆସିଲା ସୁଭଦ୍ରା ଟଙ୍କା |ମହିଳାଙ୍କ ଆକାଉଣ୍ଟକୁ ଆସିଲା ‘ସୁଭଦ୍ରା’ ଟଙ୍କା | ଆସିଲା ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା | ୨ ଲକ୍ଷ ୩୦ ହଜାର ନୂଆ ହିତାଧିକାରୀଙ୍କୁ ଗଲା ଟଙ୍କା | କୋଟିଏ ଛୁଇଁଲା ‘ସୁଭଦ୍ରା’ ହିତାଧିକାରୀ ସଂଖ୍ୟା |