ଦେଶରେ ଦିନକରେ ୨୨ ହଜାର ୪୩୧ ଜଣ କୋରୋନାରେ ଆକ୍ରାନ୍ତ, ୩୧୮ ମୃତ

ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୯ ହଜାର ୮୫୬କୁ ବୃଦ୍ଧି, ମୋଟ ଆକ୍ରାନ୍ତ ସଂଖ୍ୟା ୩ କୋଟି ୩୮ ଲକ୍ଷ ୯୪ ହଜାର ୩୧୨କୁ ବୃଦ୍ଧି, ଆକ୍ଟିଭ କେସ୍- ୨,୪୪,୧୯୮, ରାଜ୍ୟରେ ଦିନକରେ ଆଉ ୫୮୨ କୋରୋନା ଆକ୍ରାନ୍ତ ଚିହ୍ନଟ, ସଂଗରୋଧରୁ ୩୩୭ ଓ ୨୪୫ ଲୋକାଲ କଣ୍ଟାକ୍ଟ, ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୮୩ ଜଣ ୧୮ ବର୍ଷରୁ କମ୍‌, ରାଜ୍ୟରେ ୫ ହଜାର ୧୧୩ ଜଣ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ, ଖୋର୍ଦ୍ଧାରେ ସର୍ବାଧିକ ୨୮୨ ଓ କଟକରେ ୪୬ ଆକ୍ରାନ୍ତ ଚିହ୍ନଟ ।

Leave a Reply

Your email address will not be published. Required fields are marked *